ତାଲାବନ୍ଦ ପରେ ମଧ୍ୟ ସାମାଜିକ ଦୂରତା ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ନିୟମ ଉଲଂଘନକାରୀଙ୍କ ଦୋକାନ ବନ୍ଦ କରାଯିବ ଭୁବନେଶ୍ୱର: ଆଜି ରାତି ୮ଟା ପରେ ସଟ୍‌ଡାଉନ୍ ସମୟ ଶେଷ ହୋଇଯିବ। ଏହା ପରେ ମଧ୍ୟ ଲକଡାଉନ ଜାରି ରହିବ। କିନ୍ତୁ ଆଜି କୌଣସି ଦୋକାନ ଖୋଲାଯିବ ନାହିଁ। କାଲିଠାରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦୋକାନଗୁଡ଼ିକ ଖୋଲିବ ବୋଲି ଭୁବନେଶ୍ୱର ମହାନଗର କମିସନର ଓ କମିସନରେଟ ପୁଲିସ ପକ୍ଷରୁ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସମସ୍ତେ ଶୃଙ୍ଖଳିତ ଭାବେ ଦୋକାନରୁ ଜିନିଷ … Continue reading ତାଲାବନ୍ଦ ପରେ ମଧ୍ୟ ସାମାଜିକ ଦୂରତା ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ